Chinmayee Beura's profile photo

Chinmayee Beura

India

Contributor at Odisha Bhaskar

Featured in: Favicon odishabhaskar.com

Articles

  • 5 days ago | odishabhaskar.com | Chinmayee Beura

    ନୂଆଦିଲ୍ଲୀ: ବେଙ୍ଗାଲୁରୁ ପାଖରେ ରେଣୁକା ୟେଲଲମା ଲେଆଉଟରେ ରବିବାର ଦିନ ଜଣେ ମହିଳାଙ୍କ ସହ ଦିନ ଦ୍ୱିପ୍ରହରରେ ଅସଦାଚରଣ ଏବଂ ମାରପିଟ କରିବାର ମାମଲା ସାମ୍ନାକୁ ଆସିଛି। ଏହି ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଛି। ଆଶ୍ଚର୍ଯ୍ୟକର ଘଟଣା ହେଉଛି, ପୋଲିସ ଏହି ମାମଲାରେ ପୀଡ଼ିତାଙ୍କ ସାଙ୍ଗଙ୍କୁ ଗିରଫ କରିଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ରହିଛି। ପୀଡ଼ିତାଙ୍କ କହିବାନୁଯାୟୀ, ମୁଁ ଦୋକାନ ଯାଉଥିଲି, ସେତିକି ବେଳେ ରାସ୍ତା ମଝିରେ ପୁଅମାନେ ଝଗଡ଼ା କରୁଥିଲେ। ସେମାନେ ମୋତେ ସେଠାରେ ରୋକିଥିଲେ ଏବଂ ମୋତେ ଜବରଦସ୍ତି ଛୁଇଁଥିଲେ। ମୁଁ ତାଙ୍କୁ ପାଟି କରି ବିରୋଧ କରିଥିଲି। ହେଲେ ସେମାନେ...

  • 5 days ago | odishabhaskar.com | Chinmayee Beura

    ନୂଆଦିଲ୍ଲୀ: ଋଷଭ ପନ୍ତ ଇଂରେଜଙ୍କୁ ଧୋଇଛନ୍ତି। ଭାରତ ଏବଂ ଇଲଣ୍ଡ ସିରିଜ ପୂର୍ବରୁ ମ୍ୟାଚରେ ଋଷଭ ପନ୍ତ ପ୍ରଥମ ଇନିଂସରେ ଶତକ ମାରିଛନ୍ତି ଏବଂ ଅନ୍ୟ ଇନିଂସରେ ମଧ୍ୟ ଦ୍ୱିତୀୟ ଶତକ ମାରିଛନ୍ତି। ଋଷଭ ପନ୍ତ ଏପରି କରିଥିବା ଦୁନିଆର ପ୍ରଥମ ବ୍ୟାଟର ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ପନ୍ତ ଏବେ କେଉଁ ରେକର୍ଡ କରିଛନ୍ତି। ଋଷଭ ପନ୍ତ ବର୍ତ୍ତମାନ ଦୁନିଆର ପ୍ରଥମ ଏପରି ୱିକେଟକିପର ବ୍ୟାଟର ହୋଇଯାଇଛନ୍ତି। ସେ ଗୋଟିଏ ଟେଷ୍ଟର ଦୁଇଟି ଇନିଂସରେ ଶତକ ମାରିଛନ୍ତି। ଏପରି କାରନାମା ଆଜି ପର୍ଯ୍ୟନ୍ତ ଦୁନିଆର କୌଣସି ୱିକେଟକିପର ଟେଷ୍ଟରେ କରିପାରି ନାହାନ୍ତି। ୨୦୦୧ରେ ଜିମ୍ବାୱେର ଏଡି ଫ୍ଲାବର ସାଉଥ ଆଫ୍ରିକା ବିପକ୍ଷ...

  • 5 days ago | odishabhaskar.com | Chinmayee Beura

    ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ କହିଛନ୍ତି ଯେ, ସେ ରାଜ୍ୟସଭା ଯିବେ ନାହିଁ। ପଞ୍ଜାବର ଲୁଧିଆନା ପଶ୍ଚିମ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଦଳର ବର୍ତ୍ତମାନର ରାଜ୍ୟସଭା ସଦସ୍ୟ ସଞ୍ଜୀବ ଆରୋରା ବିଜୟୀ ହେବା ପରେ ସେ ଏହା କହିଛନ୍ତି। ଆରୋରାଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବାକୁ ପଡ଼ିବ। କେଜ୍ରିୱାଲଙ୍କୁ ଏକ ପ୍ରେସମିଟ୍‌ରେ ପଚରାଯାଇଥିଲା ଯେ, ପାର୍ଟୀ ଆରୋରାଙ୍କ ସ୍ଥାନରେ କାହାକୁ ପ୍ରାର୍ଥୀ କରିବ। ସେ କହିଥିଲେ ଯେ, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ; ରାଜ୍ୟସଭା ମୁଁ ଯାଉନି। ଦଳର ରଜନୈତିକ ମାମଲାର ସମିତି ଧାର୍ଯ୍ୟ କରିବ, କିଏ ପ୍ରାର୍ଥୀ...

  • 5 days ago | odishabhaskar.com | Chinmayee Beura

    ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ କିରାଣୀ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ସିଡିପିଓ ଭୁବନେଶ୍ୱର: ଆକ୍ସନ ମୋଡରେ ଭିଜିଲାନ୍ସ। ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ କିରାଣୀ ଧରାପଡ଼ିଛନ୍ତି। ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଗଲେ। ବିଷମକଟକ ବ୍ଲକ ସିଡିପିଓ ସୁଶୀଳ ଶବର। କିରାଣୀ ରାମଚନ୍ଦ୍ର ପାତ୍ର ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଅଙ୍ଗନବାଡ଼ି କର୍ମୀ ଚୟନ ପାଇଁ ଦୁହେଁ ଲାଞ୍ଚ ନେଉଥିଲେ। ଏହାପରେ ଏହି ଦୁଇଜଣଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଜେରା ଚାଲିଛି। ଏହି ସମୟରେ ସେମାନେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଲା।...

  • 5 days ago | odishabhaskar.com | Chinmayee Beura

    ନୂଆଦିଲ୍ଲୀ: ଭାରତୀୟ ସେନା ଅଗ୍ନିବୀର ନିଯୁକ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ବର୍ତ୍ତମାନ ପରୀକ୍ଷା ପ୍ରାର୍ଥୀଙ୍କ ପରିଚୟ ସୁନିଶ୍ଚିତ କରିବା ଲାଗି ଆଖିର ସ୍କାନିଂ କରାଯିବ। ଏହି ନୂଆ ବ୍ୟବସ୍ଥା ବିହାରର ମୁଜାଫ୍‌ଫରପୁର ଚକ୍କର ମଇଦାନରେ ଅଗଷ୍ଟରେ ହେବାକୁ ଥିବା ଅଗ୍ନିବୀର ବହାଲୀରେ ଲାଗୁ କରାଯିବ। ବର୍ତ୍ତମାନ ସେନା ଡିଜିଟାଲ ରିଷ୍ଟ ବ୍ୟାଣ୍ଡ ଏବଂ ବାୟୋମେଟ୍ରିକ ସିଷ୍ଟମର ଉପଯୋଗ କରି ପ୍ରାର୍ଥୀଙ୍କ ଡାଟା ପ୍ରସ୍ତୁତ କରୁଛି, ଯାହାର ବ୍ୟବହାର ମେଡିକାଲ ଯାଞ୍ଚ ସମୟରେ ପରିଚିତ କରିବା ପାଇଁ କରାଯାଇଥାଏ। ଅର୍ଥାତ ଶାରୀରିକ ଦକ୍ଷତା, ଶିକ୍ଷଣୀୟ ଯାଞ୍ଚ ପରେ ଏବଂ ମେଡିକାଲ ଟେଷ୍ଟର ଠିକ୍...

Contact details

Socials & Sites

Try JournoFinder For Free

Search and contact over 1M+ journalist profiles, browse 100M+ articles, and unlock powerful PR tools.

Start Your 7-Day Free Trial →