Manini Pattanayak's profile photo

Manini Pattanayak

India

Copy Editor at Argus News

Featured in: Favicon argusnews.in

Articles

  • 3 days ago | kanaknews.com | Manini Pattanayak

    କନକ  ବ୍ୟୁରୋ: ମୋକ୍ଷ ପ୍ରାପ୍ତି ଖୋଜ୍‌ରେ  ଅମ୍ବିଆ  ବାନୋ । ଲଣ୍ଡନରୁ ଚାଲିଆସିଛନ୍ତି କାଶୀ । ଅମ୍ବିଆ ବାନୋ ଜଣେ ବାଂଲାଦେଶୀ ମୁସଲିମ୍‌ ମହିଳା । କିନ୍ତୁ ବର୍ତ୍ତମାନ ସେ ବାରଣାସୀ ରେ ସନାତନ ଧର୍ମ ଗ୍ରହଣ କରି ଧର୍ମ ପରିବର୍ତ୍ତନ କରିଛନ୍ତି । ଲଣ୍ଡନରେ ବଢିଥିବା ଅମ୍ବିଆ ଙ୍କ ସହ ଏମିତି କଣ ହେଲା ଯେ ଧର୍ମ ପରିବର୍ତ୍ତନ କରିବା ସହ ମୋକ୍ଷ ପ୍ରାପ୍ତି ସନ୍ଧାନରେ ଭାରତରେ ପହଞ୍ଚି ସନାତନ ଧର୍ମ ଗ୍ରହଣ କରିନେଲେ । ଆସନ୍ତୁ ଜାଣିବା ୨୭ ବର୍ଷ ପୂର୍ବେ ଅମ୍ବିଆଙ୍କ ସହ କଣ ଘଟିଥିଲା ? ଆଉ କଣ ପାଇଁ ସେ ମୁସଲମାନରୁ ହିନ୍ଦୁ ହେଲେ ?

  • 4 days ago | kanaknews.com | Manini Pattanayak

    କନକ ବ୍ୟୁରୋ: ପହଲଗାମରେ ଆତଙ୍କୀ ରଚିଥିବା ନରସଂହାରର ପ୍ରତିଶୋଧ ନେଇଥିଲା ଅପରେସନ ସିନ୍ଦୂର । ଭାରତର ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କୀଙ୍କ ୯ ଟି ଆଡ୍ଡାସ୍ଥଳୀ ଉପରେ ଆଟାକ୍‌ କରି ମାଟିରେ ମିଶାଇଥିଲା ଭାରତୀୟ ସେନା । ଏଥିରେ ୧୦୦ ରୁ ଉର୍ଦ୍ଧ୍ବ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା । ଏହାରିମଧ୍ୟରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା କରାଯାଇଛି । ଏହାପରେ ସୀମାରେ ଶାନ୍ତି ଫେରିଛି । କିନ୍ତୁ ପାକିସ୍ତାନ ନିଜ କାର୍ଯ୍ୟକଳାପରୁ ବାଦ୍‌ ପଡୁନାହିଁ, ସୁଧୁରୁନି ପାକ୍‌ । ପାକ୍‌ ରେ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛିନ୍ତି । ଏହି ପରିସ୍ଥିତିରେ ଭାରତ ଆଲର୍ଟ ମୋଡ୍‌ରେ ରହିଛି । ବର୍ଡର ଅଞ୍ଚଳ...

  • 4 days ago | kanaknews.com | Manini Pattanayak

    କନକ ବ୍ୟୁରୋ: ବାପାଙ୍କ ବଳିଦାନର ପ୍ରତିଶୋଧ ନେବେ। ସୀମାରେ ସହିଦ ହେବା ପରେ ଜଣେ ଯବାନଙ୍କ ଝିଅର ଏ ହେଉଛି ହୁଙ୍କାର। ଦେଶର ସୀମାକୁ ରକ୍ଷା କରିବାକୁ ଯାଇ ଅପରେସନ୍ ସିନ୍ଦୁର ବେଳେ ସହିଦ୍ ହୋଇଛନ୍ତି ରାଜସ୍ଥାନ ଝୁନ୍‌ଝୁନ୍‌ ଜିଲ୍ଲାର ସୁରେନ୍ଦ୍ର କୁମାର । ସୁରେନ୍ଦ୍ର କୁମାରଙ୍କ ୮ ବର୍ଷର ଝିଅ ବର୍ତ୍ତିକା କହିଛନ୍ତି, ତାଙ୍କ ବାପା ଦେଶକୁ ରକ୍ଷା କରିବାକୁ ଯାଇ ଶତ୍ରୁମାନଙ୍କୁ ମାରି ସହିଦ୍ ହୋଇଛନ୍ତି । ବାପାଙ୍କ କାମକୁ ନେଇ ସେ ଗର୍ବ ଅନୁଭବ କରୁଛନ୍ତି । ବାପା ଶେଷ ଥର ତାଙ୍କ ସହ ଶନିବାର ରାତି ୯ଟାରେ କଥା ହୋଇଥିଲେ। ଡ୍ରୋନ୍ ଘୁରିବୁଲୁଛି ହେଲେ ଆକ୍ରମଣ ହେଉନାହିଁ ବୋଲି କହିଥିଲେ । ବର୍ତ୍ତିକା...

  • 4 days ago | kanaknews.com | Manini Pattanayak

    କନକ ବ୍ୟୁରୋ : କଲବଲ କରୁଛି ତାତି । ପ୍ରବଳ ଗରମରେ ସନ୍ତୁଳି ହେଉଛି ଜନଜୀବନ । ରାଜ୍ୟରେ ଅସହ୍ୟ ଗରମ ସହ ଝାଞ୍ଜି ପବନ ବହୁଛି । ଘରୁ ବାହାରିବା କଷ୍ଟକର । ଅସହ୍ୟ ଗୁଳୁଗୁଳିରେ ଅଣନିଶ୍ବାସୀ ହେଇପଡୁଛନ୍ତି ଲୋକେ । ସକାଳ ସାଢେ ୮ଟାରେ ୩୫ ଡିଗ୍ରି ଛୁଇଁଲା ପାରଦ । ଝାରସୁଗୁଡା ୩୫ ଡିଗ୍ରି ରେକର୍ଡ କରାଯାଇଥିବାବେଳେ ସମ୍ବଲପୁର ୩୪.୪ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି ହୀରାକୁଦ ୩୪.୪, ରାଉରକେଲା ୩୩.୬ ଡିଗ୍ରି, ଚାନ୍ଦବାଲି ଓ ପୁରୀ ତାପମାତ୍ରା ୩୨.୬ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ବର ୩୨.୪ ଡିଗ୍ରି ରେକର୍ଡ କରାଯାଇଛି । ଉପକୂଳରେ ଆର୍ଦ୍ରତା ଅଧିକ ଯୋଗୁଁ ପ୍ରବଳ ଗୁଳୁଗୁଳି...

  • 4 days ago | kanaknews.com | Manini Pattanayak

    କନକ ବ୍ୟୁରୋ: ପିଏମ୍‌ଙ୍କ ବାସଭବନରେ ବଡ଼ ବୈଠକ । DGMOଙ୍କ ପ୍ରେସ୍‌ମିଟ୍‌ ପୂର୍ବରୁ ବଡ଼ ବୈଠକ । NSA ଅଜିତ୍‌ ଡୋଭାଲ ବୈଠକରେ ଉପସ୍ଥିତ । ଅପରାହ୍ନ ସାଢେ ୨ଟାରେ ଅଛି DGMOଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସ୍‌ମିଟ୍‌ । ଭାରତ ପାକିସ୍ତାନ ମଧ୍ୟରେ ମଧ୍ୟାହ୍ନ ୧୨ଟାରେ ବସିବାକୁ ଯାଉଛି ଡାଇରେକ୍ଟର ଜେନେରାଲ ମିଲିଟାରୀ ଅପରେସନ୍ ବା DGMO ସ୍ତରୀୟ ବୈଠକ ହେବାକୁ ଯାଉଛି । ଅସ୍ତ୍ରବିରତି ପରେ ଏବେ ପାକିସ୍ତାନ ସହ କେବଳ ଡିଜିଏମ୍‌ଓ ସ୍ତରୀୟ ବୈଠକରେ ହିଁ ଆଲୋଚନା ହେବ । କୌଣସି ଅନ୍ୟ ଦେଶ ଏଥିରେ ସାମିଲ ହେବ ନାହିଁ କି ମଧ୍ୟସ୍ଥତା କରିବ ନାହିଁ । ଆଗକୁ ଦୁଇ ଦେଶ ମଧ୍ୟରେ ସୀମାରେ ଶାନ୍ତି ବଜାୟ ରଖିବା ନେଇ ବୈଠକରେ...

Contact details

Socials & Sites

Try JournoFinder For Free

Search and contact over 1M+ journalist profiles, browse 100M+ articles, and unlock powerful PR tools.

Start Your 7-Day Free Trial →

Coverage map