
Articles
-
4 days ago |
dharitri.com | Satarupa Muduli
କାମରୁ ଫୁର୍ସତ୍ ପାଇଲେ ଅଧିକାଂଶ ମହିଳା ଗପର ପେଡ଼ି ଖୋଲିବସନ୍ତି, ଯାହାଦ୍ୱାରା କେବଳ ସମୟର ଅପଚୟ ହୁଏ। କିନ୍ତୁ ସେମାନେ ଚାହିଁଲେ ଫାଙ୍କା ସମୟକୁ ବିଭିନ୍ନ ଢଙ୍ଗରେ ଉପଯୋଗ କରିପାରିବେ। କାମରୁ ଟିକିଏ ଫୁର୍ସତ ମିଳିଲେ ନିଜ ମନ ପସନ୍ଦରେ କିଛି କରିବାକୁ ଇଚ୍ଛା ହୁଏ। କିଏ ମନୋରଞ୍ଜନ କରିବାକୁ ପସନ୍ଦ କରନ୍ତି ତ କିଏ ଭବିଷ୍ୟତ ପାଇଁ କିଛି ଯୋଜନା କରନ୍ତି। ହେଲେ ଅଧିକାଂଶ ସମୟରେ ମହିଳାମାନେ ସୁଯୋଗ ପାଇବା ମାତ୍ରେ ଗପସପ କରି ସମୟ ନଷ୍ଟ କରନ୍ତି। ଏହିଭଳି ଗପିବା ଫଳରେ ଅନେକ ସମୟରେ ବହୁ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। କାହିଁକିନା ବେଳେବେଳେ କାହା ବିଷୟରେ ଚର୍ଚ୍ଚା କରିବା ସମୟରେ ଏଭଳି କିଛି କଥା...
-
4 days ago |
dharitri.com | Satarupa Muduli
ବଲାଙ୍ଗୀର, ୨୪।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପରିଷଦ ସଦସ୍ୟା ସଦସ୍ୟମାନେ ମଙ୍ଗଳବାର ସ୍ଥାନୀୟ ଜିଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଜିଲା ପରିଷଦ ସଭାପତି ଦେବକୀ ସାହୁ ଓ ପରିଷଦ ସଦସ୍ୟା, ସଦସ୍ୟମାନେ କହିଛନ୍ତି ଯେ, ଦୀର୍ଘ ଏକ ବର୍ଷରୁ ଉଦ୍ଧର୍ବ ହେବ କେବିକେ ବିକାଶ ଯୋଜନାର ଜିଲା ଅଂଶ ଅନୁଦାନ ଯୋଗାଇ ଦିଆଯାଉନାହିଁ। ଫଳରେ ଜିଲାରେ ବିକାଶ କାମ ଠପ ହୋଇଯାଇଛି। ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତ ନ କରିବା, ଜିଲା ପରିଷଦ ବୈଠକ ନ କରିବା ଏବଂ ନିର୍ବାଚିତ ଜିଲା ପରିଷଦ ସଦସ୍ୟା ସଦସ୍ୟଙ୍କୁ ଜିଲା ପ୍ରଶାସନ ଖାତିର ନ କରିବା ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ...
-
4 days ago |
dharitri.com | Satarupa Muduli
ଜାମୁଇ,୨୪।୬: ବିହାରର ଜାମୁଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ପ୍ରେମ ସମ୍ପର୍କ ସାମ୍ନାକୁ ଆସିଛି। ଏଠାରେ ଜଣେ ବିବାହିତ ମହିଳା ତାଙ୍କ ସ୍ବାମୀ ଏବଂ ଝିଅକୁ ଛାଡ଼ି ନିଜ ପୁତୁରାଙ୍କୁ ବିବାହ କରିଥିଲେ। ପାଟନାର ରାଜୀବ ନଗରର ଆୟୁଷୀ କୁମାରୀ ପ୍ରଥମ ବିବାହ ୨୦୨୧ରେ ବିଶାଳ ଦୁବେଙ୍କ ସହିତ କରିଥିଲେ। ତାଙ୍କର ଏକ ଝିଅ ଅଛି। ଦୁଇ ବର୍ଷ ପୂର୍ବେ ତାଙ୍କ ସ୍ବାମୀଙ୍କ ପୁତୁରା ସଚିନ ଦୁବେ ଆୟୁଷୀଙ୍କ ଜୀବନରେ ପ୍ରବେଶ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ଏତେ ବଢ଼ିଥିଲା ଯେ, ଶେଷରେ ମହିଳା ଜଣକ ଘର ଭାଙ୍ଗି ଯାଇଥିଲା। ଶେଷରେ, ସଚିନ ଏବଂ ଆୟୁଷୀ ଗାଁ ମନ୍ଦିରରେ ବିଶାଳ ଦୁବେ (ପ୍ରଥମ ସ୍ବାମୀ)ଙ୍କ ସମ୍ମୁଖରେ ବିବାହ...
-
4 days ago |
dharitri.com | Satarupa Muduli
ଆଠଗଡ଼,୨୪।୬: ପଞ୍ଚାୟତ ବୈଠକ ପୂର୍ବରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ଭାଜପା ବିଜେଡି କର୍ମୀ ମୁଁହାମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ମୃତୟନ କରାଯାଇଛି। ଆଠଗଡ ବ୍ଲକରେ ଆଜି ପଞ୍ଚାୟତ ବୈଠକରେ ଆଠଗଡ ବିଧାୟକ ଯୋଗ ଦେବାର ଥିଲା। ବିଧାୟକ ଯୋଗ ଦେବା ପୂର୍ବରୁ ଉଭୟ କର୍ମୀ ନାରାବାଜି ଦେଇ ବ୍ଲକ ସମ୍ମୁଖରେ ହୋହଲ୍ଲା କରୁଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ବିଏନଏସ ୧୬୩ ଧାରା ଲାଗୁ କରାଯାଇଛି। ଘଟଣାସ୍ଥଳରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ସମେତ ଜଣେ ଅତିରିକ୍ତ ଏସପି, ୨ ଡିଏସପି ଓ ୮ରୁ ଉର୍ଦ୍ଧ୍ୱ ଆଇଆଇସି ମୁତୟନ କରାଯାଇଛି। All Right Reserved By Dharitri.Com
-
4 days ago |
dharitri.com | Satarupa Muduli
ଜେରୁଜେଲମ,୨୪।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଉପସ୍ଥାପିତ ଇରାନ-ଇସ୍ରାଏଲ ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଇସ୍ରାଏଲ ସରକାର। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଯଦି ଇରାନ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରେ, ତେବେ ଇସ୍ରାଏଲ କଡ଼ା ଜବାବ ଦେବ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିସ୍ତୃତ ବିବୃତ୍ତିରେ କୁହାଯାଇଛି, ଇରାନର ପରମାଣୁ ଏବଂ ବାଲିଷ୍ଟିକ ବିପଦକୁ ସମାପ୍ତ କରିବା ଇସ୍ରାଏଲର ମୁଖ୍ୟ ଉଦ୍ଦେଶ୍ୟ ସଫଳତାର ସହ ହାସଲ ହୋଇଛି। ଇସ୍ରାଏଲ ‘ରାଇଜିଂ ଲାୟନ’...
Try JournoFinder For Free
Search and contact over 1M+ journalist profiles, browse 100M+ articles, and unlock powerful PR tools.
Start Your 7-Day Free Trial →