Articles

  • Jan 13, 2025 | odishabhaskar.com | Smruti Ranjan

    ଭୁବନେଶ୍ୱର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଛାତ୍ରୀ ନେଇଛନ୍ତି ବଡ଼ ପଦକ୍ଷେପ । ଲେଡିଜ ହଷ୍ଟେଲରେ ରହୁଥିବା ବେଳେ ସେହିଠାରେ ସେ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀଙ୍କ ନାମ ଉତ୍କଳିକା ସ୍ୱାଇଁ ବୋଲି ସୂଚନା ମିଳିଛି । କଲେଜର ହଷ୍ଟେଲରେ ରହୁଥିଲେ +୨ ଶ୍ରେଣୀର ଏହି ଛାତ୍ରୀ ଜଣକ । କିନ୍ତୁ ହଷ୍ଟେଲରେ କେହି ନଥିବାର ସୁଯୋଗ ନେଇ ସେ ଆତ୍ମହତ୍ୟା କରିଛନ୍ତି । ଓଢ଼ଣୀ ସାଜିଲା ମୃତ୍ୟୁର ଅସ୍ତ୍ର: ହଷ୍ଟେଲରେ ଅନ୍ୟ ପିଲାଙ୍କ ଅନୁପସ୍ଥିତ ସମୟରେ ଓଢଣୀ ଲଗାଇ ଝୁଲି ପଡ଼ିଛନ୍ତି ଏହି ଛାତ୍ରୀ ଜଣକ । ମୃତ ଛାତ୍ରୀଙ୍କ ଘର କେନ୍ଦ୍ରାପଡ଼ାରେ ହୋଇଥିବା ଜାଣିବାକୁ ମିଳିଛି । କାରଣ ଅସ୍ପଷ୍ଟ: ଆତ୍ମହତ୍ୟାର କାରଣ...

  • Jan 13, 2025 | odishabhaskar.com | Smruti Ranjan

    ନୂଆଦିଲ୍ଲୀ: ଲଣ୍ଡନରେ ଆୟୋଜିତ ଏକ ନିଲାମ ସମାରୋହରେ ଭାରତର ଐତିହାସିକ ‘ହଜ୍ ନୋଟ’ ୫୬,୪୯,୬୫୦ ଟଙ୍କାରେ ବିକ୍ରି ହୋଇଛି । ୧୯୫୦ ଦଶକରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏକ ୧୦୦ ଟଙ୍କିଆ ଭାରତୀୟ ନୋଟକୁ ‘ହଜ୍ ନୋଟ’ ଭାବେ ଜାରି କରିଥିଲା । RBI ଜାରି କରିଥିଲା ଏହି ନୋଟ: ଏହି ନୋଟର କ୍ରମିକ ସଂଖ୍ୟା ହେଉଛି ‘HA 078400’ । ବିଶେଷ କରି ହଜ୍ ଯାତ୍ରା ପାଇଁ ଗଲ୍ଫ ଦେଶଗୁଡ଼ିକୁ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ସେତେବେଳେ ଏହି ନୋଟ୍ ଜାରି ହୋଇଥିଲା । ବେଆଇନ ସୁନା କ୍ରୟ ବନ୍ଦ କରିବା ଉଦ୍ଦେଶ୍ୟରେ ଏହି ସ୍ୱତନ୍ତ୍ର ନୋଟକୁ RBI ଜାରି କରିଥିଲା । ଏହି ଐତିହାସିକ ନୋଟର ପ୍ରିଫେକ୍ସ ‘HA’ ରହିଛି,...

  • Jan 12, 2025 | odishabhaskar.com | Smruti Ranjan

    ଓଡ଼ିଶା ଭାସ୍କର: ଅଭିନେତା ସୋନୁ ସୁଦଙ୍କ ‘ଫତେହ’ ଓ ସାଉଥ୍ ସୁପରଷ୍ଟାର ରାମ ଚରଣଙ୍କ ‘ଗେମ୍ ଚେଞ୍ଜର’ ଶୁକ୍ରବାର ଏକସଙ୍ଗେ ବକ୍ସ ଅଫିସରେ ରିଲିଜ୍ ହୋଇଥିଲା । ତେବେ ରିଲିଜ୍ ହେବାର ପ୍ରଥମ ଦିନ ସୋନୁଙ୍କ ‘ଫତେହ’ ଦର୍ଶକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିପାରି ନାହିଁ । ବିଭିନ୍ନ ରିପୋର୍ଟ ଅନୁଯାୟୀ, ‘ଫତେହ’ ରିଲିଜ୍ ହେବାର ପ୍ରଥମ ଦିନରେ ସାରା ଦେଶରେ ମାତ୍ର ୨.୪୫ କୋଟି ଟଙ୍କାର ରୋଜଗାର କରିଛି । ତେବେ ୱିକ୍ଏଣ୍ଡ ଥିବାରୁ ଫିଲ୍ମ ହଲ୍ଗୁଡିକରେ ଅଧିକ ଦର୍ଶକ ‘ଫତେହ’ ଦେଖିବାକୁ ଆସିବେ ବୋଲି ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଆଶା କରାଯାଉଛି । ସେପଟେ ରାମଚରଣଙ୍କ ‘ଗେମ୍ ଚେଞ୍ଜର’ ରିଲିଜ୍ ହେବାର ପ୍ରଥମ ଦିନ ୭୬...

  • Jan 12, 2025 | odishabhaskar.com | Smruti Ranjan

    ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ତାରିଖ ଘୋଷଣା ହୋଇଯାଇଛି । ଏହାସହିତ ପଞ୍ଜାବ କିଙ୍ଗସ ମଧ୍ୟ ଦଳର ନୂଆ ଅଧିନାୟକଙ୍କ ନାମ ଘୋଷଣା କରିଛି । ଶ୍ରେୟସ ଆୟର ଅଧିନାୟକ: କୋଲକାତା ନାଇଟ ରାଇଡର୍ସର ପୂର୍ବତନ ଚମ୍ପିଆନ୍ ଅଧିନାୟକ ତଥା ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶ୍ରେୟସ ଆୟରଙ୍କୁ ଅଧିନାୟକ ପଦରେ ନିୟୋଜିତ କରିଛି ପଞ୍ଜାବ କିଙ୍ଗସ । ଆଇପିଏଲ ମେଗା ଅକ୍ସନରେ ଦଳରେ ସାମିଲ ହୋଇଥିବା ଶ୍ରେୟସଙ୍କୁ ମିଳିଛି ଅଧିନାୟକ ପଦ । 𝐒𝐡𝐞𝐫 𝐧𝐚𝐡𝐢, 𝐛𝐚𝐛𝐛𝐚𝐫 𝐒𝐇𝐑𝐄 𝐚𝐚! 🦁🔥#SherSquad, how excited are you to see Shreyas Iyer as our captain?

  • Jan 12, 2025 | odishabhaskar.com | Smruti Ranjan

    ନାସିକ: ମହାରାଷ୍ଟ୍ରରେ ନାସିକରେ ଅଟୋକୁ ଧକ୍କା ଦେଇଛି ଟ୍ରକ । ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏହାସହିତ ୫ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ନାଶିକ ମୁମ୍ବାଇ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଅଟୋରେ ୧୬ ଜଣ ଯାତ୍ରୀ ଥିବା ବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରକ ଧକ୍କାରେ ଆହତ ହୋଇଥିବା ୫ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ସେମାନଙ୍କୁ ସ୍ୱାସ୍ଥ୍ୟାବାସ୍ଥା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ ।

Contact details

Socials & Sites

Try JournoFinder For Free

Search and contact over 1M+ journalist profiles, browse 100M+ articles, and unlock powerful PR tools.

Start Your 7-Day Free Trial →

Coverage map