Subhransu Satpathy's profile photo

Subhransu Satpathy

Articles

  • Jan 16, 2025 | telugupost.com | Subhransu Satpathy

    ଉକ୍ତ ଘଟଣାଟି ଦୋଦଲପୁର ଗ୍ରାମର ହୋଇଥିବା ବେଳେ, କିଛି ଦୁର୍ବୃତ୍ତ ଉକ୍ତ ଗ୍ରାମରେ ଲାଗିଥିବା ବାବା ଭୀମରାଓ ଆମ୍ବେଦକରଙ୍କ ବୋର୍ଡରେ ରଙ୍ଗ ଫିଙ୍ଗିଦେଇଥିବା ବେଳେ ତାହାକୁ ସ୍ଥାନୀୟ ପୋଲିସ୍ ପହଁଚି ସଫା କରିଥିଲେClaim : ଆମ୍ବେଦକରଙ୍କ ଫଟୋରେ ଲେଖା ହୋଇଥିବା ନୀତିବାଣୀକୁ ଲିଭାଉଛି ଉତ୍ତର ପ୍ରଦେଶର ଏଟା ପୋଲିସ୍Fact : ଦାବିଟି ବିଭ୍ରାନ୍ତିକରକ, ନୀତିବାଣୀକୁ ଲିଭାଉ ନାହିଁ ପୋଲିସ୍ ବରଂ କିଛି ଅସାମାଜିକ ବ୍ୟକ୍ତି ବୋର୍ଡ ଉପରେ ରଙ୍ଗ ଫିଙ୍ଗିଥିବା ବେଳେ ତାହାକୁ ସଫା କରୁଛି ଏଟା ପୋଲିସ୍ ।ସରଗରମ ଜାତୀୟ ରାଜନୀତି, ସମ୍ବିଧାନ ନିର୍ମାତା ବାବା ସାହେବ ଡ.

  • Jan 14, 2025 | telugupost.com | Subhransu Satpathy

    ଦିଲ୍ଲୀ ବିଜେପି ନେତା ରମେଶ ବିଧୁରୀ ଦେଇଥିବା ବିବାଦୀୟ ମନ୍ତବ୍ୟଟି ଅନ୍ୟୁନ୍ୟ ୨୦୨୨ ମସିହାର। ଆଗାମୀ ଦିଲ୍ଲୀ ନିର୍ବାଚନ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ । Claim : ବିବାଦିଅ ମନ୍ତବ୍ୟ ଦେଉଛନ୍ତି, ଦିଲ୍ଲୀ ବିଜେପି ନେତା । ପଢ଼ାଇପାରିବ ନାହିଁ ଯଦି ପିଲା ଜନ୍ମ କାହିଁକି କରୁଛ ବୋଲି କହିଛନ୍ତି । Fact : ବିବାଦିଅ ମନ୍ତବ୍ୟ ଦେଉଥିବା ଭାଇରାଲ ଭିଡିଓଟି ବହୁ ପୁରୁଣା, ଆଗାମୀ ଦିଲ୍ଲୀ ନିର୍ବାଚନ ସହ ନାହିଁ କୌଣସି ସମ୍ପର୍କ ବୋଲ ମାନୁନି ବିଜେପି ନେତା ରମେଶ ବିଧୁରୀଙ୍କ ତୁଣ୍ଡ । କେବେ ପ୍ରିୟଙ୍କାଙ୍କ ଗାଲ ପରି ରାସ୍ତା ବନାଇବା କଥା କହୁଛନ୍ତି ଆଉ କେବେ ମୁଖ୍ୟମନ୍ତ୍ରୀ ଆତୀଶି ତାଙ୍କ ବାପା...

  • Jan 11, 2025 | telugupost.com | Subhransu Satpathy

    ଭାଇରାଲ ହେଉଥିବା ଭିଡିଓଟି ବର୍ତ୍ତମାନର ନୁହେଁ ଜାନୁଆରୀ ୨୦୨୪ ମସିହାର, ଯେତେବେଳେ ନୀତିଶ ତାଙ୍କର ପଦବୀରୁ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ପାର୍ଟିର ବିହାରରେ ରାଷ୍ଟ୍ରୀୟ ଜନତା ଦଳ ଏବଂ କଂଗ୍ରେସ ସହିତ ମିଳିତ ଗଠବନ୍ଧନକୁ ସମାପ୍ତ କରିଥିଲେ। Claim : ନିଜ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର Fact : ନୀତିଶ କୁମାର ଇସ୍ତଫା ଦେଇଥିବା ଭାଇରାଲ ଭିଡିଓଟି ବହୁ ପୁରୁଣା ନୂଆ ବର୍ଷ ଆରମ୍ଭରୁ ଚର୍ଚ୍ଚାରେ ନୀତିଶ । ଏନଡିଏ ଛାଡ଼ି ପୁଣି ଥରେ ଇଣ୍ଡି ମେଣ୍ଟକୁ ଯାଉଥିବା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ଏହାପଛରେ ଅନେକ କାରଣ ରହିଛି, ଯଦି...

  • Jan 11, 2025 | telugupost.com | Subhransu Satpathy

    ମୁଳ ଭିଡିଓରୁ କିଛି ଅଂଶ କୁ ଏଡିଟ୍ କରି ସୋସିଆଲ ମିଡିଆରେ ଭୁଲ୍ ଲେଖା ସହ ସେୟାର କରାଯାଇଛି । ମୁଳ ଭିଡିଓରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସଭା ସ୍ଥଳକୁ ଆସିଥିବା ଲୋକଙ୍କ ଖାଇବା କଥା ବୁଝିଥିଲେ । Claim : ନିଜେ ଭାଷଣ ଦେଉଥିବା ମଧ୍ୟରେ ନିଜ ଖାଇବା ବ୍ୟବସ୍ଥା ହୋଇଛି କି ନାହିଁ ପଚାରିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ Fact : ସଭାକୁ ଆସିଥିବା ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା ହୋଇଛି କି ନାହିଁ ପଚାରିଥିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଚାଲିଛି ମୋହନ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେପରେ ଲୋକଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ନିଜେ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ...

  • Dec 10, 2024 | telugupost.com | Subhransu Satpathy

    ଭାଇରାଲ ହେଉଥିବା ଭିଡିଓ ସହ ବର୍ତ୍ତମାନ ର ଚାଷୀ ଆନ୍ଦୋଳନର କୌଣସି ସଂଯୋଗ ନାହିଁ । ପ୍ରଥମ ଏବଂ ଦ୍ୱିତୀୟ ଭିଡିଓଟି ୨୦୨୨ମସିହାରେ ବେଙ୍ଗାଲୁରୁରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀର । ଯେଉଁଥିରେ ପ୍ରଥମେ ରାକେଶଙ୍କ ଉପରକୁ ମାଇକରେ ଆକ୍ରମଣ ହୋଇଥିଲା ପରେପରେ ସ୍ୟାହି ମାଡ଼ କରିଥିଲେ । ଅନ୍ୟପଟେ ତୃତୀୟ ଭିଡିଓଟି ୨୦୨୧ ମସିହାର ଯେତେବେଳେ ୟୁପି ସରକାର ଗାଜିପୁର ସୀମା ଖାଲି କରିବାକୁ ଚାଷୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାକେଶ କାନ୍ଦି କାନ୍ଦି ଚାଷୀଙ୍କ ସହ ପ୍ରତାରଣା ଚାଲିଛି ବୋଲି କହିଥିଲେ । Claim : କର୍ଣ୍ଣାଟକରେ ଚାଷୀନେତା ରାକେଶ ଟିକାୟତଙ୍କ ଉପରକୁ ଆକ୍ରମଣ Fact : ରାକେଶ ଟିକାୟତଙ୍କ...

Contact details

Socials & Sites

Try JournoFinder For Free

Search and contact over 1M+ journalist profiles, browse 100M+ articles, and unlock powerful PR tools.

Start Your 7-Day Free Trial →