
Tapaswini Nayak
News Anchor at Odisha Reporter
Journalist || News Anchor @ZeeOdisha Ex News Anchor @News18Odia IIMC Dhenkanal
Articles
-
2 weeks ago |
otvkhabar.in | Tapaswini Nayak
Home News Accident victims family: ଅସୁସ୍ଥ ମା’ଙ୍କୁ ଦେଖିବାକୁ ଆସିଥିଲେ, ପତ୍ନୀ ଓ ଛୁଆ ସହ ପ୍ରାଣହରାଇଲେ ବିମାନ ଦୁର୍ଘଟଣାରେ ଏକାଧିକ ପରିବାର ନିଶ୍ଚିହ୍ନ ହେ।ଇଯାଇଛି । ଅସୁସ୍ଥ ମା’ଙ୍କୁ ଦେଖିବାକୁ ମୁମ୍ବାଇ ଆସିଥିଲେ ସୟଦ ଅଲ୍ଲୀଙ୍କ ପରିବାର । କିନ୍ତୁ ଫେରିବାବେଳେ ପତ୍ନୀ ଓ ଛୁଆ ସହ ପ୍ରାଣହରାଇଲେ ସୟଦ । ସେପଟେ ୩ ଛୁଆଙ୍କ ସହ ଆରପାରିକୁ ଚାଲିଗଲା ଗେ।ଟିଏ ସୁଖୀ ପରିବାର ଆତ୍ମୀୟ ସ୍ବଜନଙ୍କଠାରୁ ଲୁହଭିଜା ବିଦାୟ ନେଇ କିଏ ଫେରୁଥିଲେ କର୍ମକ୍ଷେତ୍ରକୁ ତ ଆଉ କିଏ ହସଖୁସିର ଏକ ନୂଆ ଦୁନିଆଟିଏ ବସାଇବାର ସ୍ବପ୍ନକୁ ସାଉଁଟି ବାହାରିଥିଲେ ବିଦେଶକୁ। ହେଲେ କେହି ଜାଣିନଥିଲେ ମୃତ୍ୟୁର ରୂପରେଖକୁ,...
-
2 weeks ago |
otvkhabar.in | Tapaswini Nayak
Home NewsNationalAir India Plane Crash : କାହିଁକି କ୍ରାସ୍ ହେଲା ଏୟାର ଇଣ୍ଡିଆ ବିମାନ ?
-
2 weeks ago |
otvkhabar.in | Tapaswini Nayak
Home News Crime Corruption Scandal: ଲାଞ୍ଚୁଆ EPFO ଅଧିକାରୀ; ୧୦ ହଜାର ନେବାବେଳେ ମାଡ଼ି ବସିଲା CBI EPFO ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଲାଞ୍ଚ ନେବା। CBI ଜାଲରେ ବ୍ରହ୍ମପୁର EPFO ଅଧିକାରୀ। ୧୦ ହଜାର ଟଙ୍କା ଲାଞ୍ଚ ନେବା ଧରାପଡ଼ିଲେ ବ୍ରହ୍ମପୁର EPFO ଅଧିକାରୀ ଅନୀଲ ପତି। CBI ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି । EPFO ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଲାଞ୍ଚ ନେବା। CBI ଜାଲରେ ବ୍ରହ୍ମପୁର EPFO ଅଧିକାରୀ। ୧୦ ହଜାର ଟଙ୍କା ଲାଞ୍ଚ ନେବା ଧରାପଡ଼ିଲେ ବ୍ରହ୍ମପୁର EPFO ଅଧିକାରୀ ଅନୀଲ ପତି। CBI ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି । ଅଧିକ...
-
2 weeks ago |
otvkhabar.in | Tapaswini Nayak
Home News National Direct Flights: ପୁଣି ଭାରତ-ଚୀନ ମଧ୍ୟରେ ଉଡ଼ିବ ବିମାନ, ବୈଠକରେ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଖୁବ ଶୀଘ୍ର ଭାରତ-ଚୀନ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ । ଏହା ସହ ୨ଦେଶ ମଧ୍ୟରେ ପ୍ରବାହିତ ନଦୀର ତଥ୍ୟ ବି ଆଦାନ ପ୍ରଦାନ କରିବେ। ଶୁକ୍ରବାର କୈଳାଶ ମାନସରେ।ବର ଯାତ୍ରା ପାଇଁ ପ୍ରଥମ ୫୦ ତୀର୍ଥଯାତ୍ରୀଙ୍କୁ ପଠାଯାଇଛି । ଚୀନର ଏହି ସହଯୋଗକୁ ଭାରତ ପକ୍ଷରୁ ପ୍ରଶଂସା କରାଯାଇଛି । ଭାରତ-ଚୀନ ସଂପର୍କରେ ଆସିବ ସୁଧାର । ୨ ଦେଶ ମଧ୍ୟରେ ଉତ୍ତେଜନାକୁ ହ୍ରାସ କରିବା ପାଇଁ ସରକାର ବିଭିନ୍ନ ପଦେକ୍ଷପ ନେଉଛନ୍ତି । ଖୁବ ଶୀଘ୍ର ଭାରତ-ଚୀନ ମଧ୍ୟରେ ସିଧାସଳଖ ବିମାନ...
-
2 weeks ago |
otvkhabar.in | Tapaswini Nayak
Home NewsLifestyleMaintain Weight: ଖାଇବାକୁ ଶୁଙ୍ଘିଲେ ହେବେ ପତଳା, ଜର୍ମ।ନ ବୈଜ୍ଞାନିକ କଲେ ଦାବି କିଭଳି କରିବେ ଓଜନ ହ୍ରାସ ?
Try JournoFinder For Free
Search and contact over 1M+ journalist profiles, browse 100M+ articles, and unlock powerful PR tools.
Start Your 7-Day Free Trial →X (formerly Twitter)
- Followers
- 4K
- Tweets
- 441
- DMs Open
- Yes

Due to negligence of Driver of Mo BUS (OD-33-V-4570) I stuck in between the back gate of that bus at 11AM near Acharya Vihar Bus Stop. After repeated call for help, The driver did not hear me. When the Conductor approached him, he opened the gate. I relived. Please take action. https://t.co/oGUX6ZKSM9

RT @otvkhabar: ଏଇ ଶୁକ୍ରବାର ରାଣୀ ପଣ୍ଡାଙ୍କୁ ଜେରା… #ଓଟିଭି_ପଡ଼କାଷ୍ଟ #OtvPodcast ଏଇ 👇 ଚ୍ୟାନେଲରେ.. https://t.co/znvt1Oj1as https://t.co/gfrntobO5E

https://t.co/sVlrXjMeRV