
Articles
-
4 days ago |
kanaknews.com | Anupama Rout
କନକ ବ୍ୟୁରୋ : ନିଜ ନାଁର ଅର୍ଥ ଖୋଜୁ ଖୋଜୁ ପାଇଗଲେ ଜୀବନର ଲକ୍ଷ୍ୟ କ୍ୟାଡେଟରୁ ବନିଲେ କମାଣ୍ଡର, ବନିଲେ ବାୟୁକନ୍ୟା ବ୍ୟୋମିକା ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନ ମାଟିରେ ପଶି ଆତଙ୍କୀଙ୍କୁ ନିପାତ କଲା ଭାରତୀୟ ବାୟୁସେନା ।ଆଉ ତା ପରେ ଆରମ୍ଭ ହୋଇଗଲା ଆକ୍ରମଣ ପ୍ରତିଆକ୍ରମଣ । ଭାରତ- ପାକିସ୍ତାନ ସୀମାରେ ଗର୍ଜୁଥିଲା ଗୁଳିଗୋଳା, ମାଡ ହେଉଥିଲା ମୋର୍ଟାର , ଡ୍ରୋନ୍। ୟା ଭିତରେ ଏସବୁର ତଥ୍ୟ ସାରା ଦେଶକୁ ଜଣାଇବାକୁ ଗଣମାଧ୍ୟମ ସାମ୍ନାକୁ ଆସିଲେ ଦୁଇ ସାହାସୀ ମହିଳା । ବୈଦେଶିକ ସଚିବ ବିକ୍ରମ ମିସ୍ରିଙ୍କ ଦୁଇପଟେ ବସିଥିଲେ ସେନା ପୋଷାକ ପିନ୍ଧିଥିବା ଦୁଇ ଦୁର୍ଦ୍ଧର୍ଷ ମହିଳା, ଯାହାଙ୍କ ଉପରେ ଥିଲା ସାରା...
-
4 days ago |
kanaknews.com | Anupama Rout
କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ସକାଳୁ ସକାଳୁ ଗର୍ଜୁଛି ଗୁଳି, ଆରମ୍ଭ ହୋଇଛି ଏନକାଉଣ୍ଟର । ଆତଙ୍କୀ ଓ ସେନା ମଧ୍ୟରେ ଏନକାଉଣ୍ଟର ସହ ପୂରା ଅଞ୍ଚଳକୁ ଘେରିଛି ସେନା । ସୋପିଆନରେ ପାଖାପାଖି ୪ରୁ ୫ଜଣ ଆତଙ୍କୀ ଲୁଚି ରହିଥିବା ସୂଚନା ମିଳିବା ପରେ ଏଠାରେ ସର୍ଚ୍ଚ ଅପରେସନ୍ ଚଳାଇଛି ସେନା । ସେନାର ଗୁଳିରେ ଜଣେ ଆତଙ୍କୀର ଜୀବନ ଯାଇଥିବା ଜଣାପଡିଛି। ସୀମାରେ ଯୁଦ୍ଧ ବିରତି ଘୋଷଣା ପରେ ମୋଦୀ ’ଅପରେସନ୍ ସିନ୍ଦୂର’ ବାବଦରେ ସାରା ଦେଶକୁ ତଥ୍ୟ ଦେବା ସହ ସେନାର ପରାକ୍ରମ ନେଇ ପ୍ରଶଂସା କରିଥିଲେ । ଆତଙ୍କୀ ଓ ଆତଙ୍କବାଦୀ ସଙ୍ଗଠନକୁ ଚେତାବନୀ ଦେଇଥିଲେ। ଏତେ ସତ୍ତ୍ବେ ପାକିସ୍ତାନ ଭାରତ ସୀମା ଭିତରକୁ ଡ୍ରୋନ...
-
4 days ago |
kanaknews.com | Anupama Rout
କନକ ବ୍ୟୁରୋ: ଅପରେସନ୍ ସିନ୍ଦୂରକୁ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ସମ୍ବୋଧନ ଉପରେ ଥିଲା ସାରା ବିଶ୍ବର ନଜର । କାରଣ ମୋଦୀ ଏଭଳି କିଛି କହିଲେ ଯାହା ପାକିସ୍ତାନକୁ ପରୋକ୍ଷରେ ଚରମବାଣୀ ବୋଲି କୁହାଯାଉଛି । ମୋଦୀ କହିଛନ୍ତି, ’ ଏଣିକି ଭାରତ- ପାକିସ୍ତାନ ମଧ୍ୟରେ ଆଲୋଚନା ହେଲେ କେବଳ ଆତଙ୍କବାଦ ଓ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ହିଁ ହେବ । ଆଲୋଚନା ଓ ଆତଙ୍କବାଦ ଏକାସଙ୍ଗେ ହୋଇପାରିବ ନାହିଁ । ବ୍ୟାପାର ଓ ଆତଙ୍କବାଦୀ ଏକାସଙ୍ଗେ ଚାଲିବ ନାହିଁ । ସେହିପରି ପାଣି ଓ ରକ୍ତ ବି ଏକାସାଙ୍ଗେ ବହିପାରିବ ନାହିଁ’ । ଖାଲି ଏତିକି ନୁହେଁ ଭବିଷ୍ୟତରେ ଯଦି ପାକିସ୍ତାନ କିଛି...
-
4 days ago |
kanaknews.com | Anupama Rout
କନକ ବ୍ୟୁରୋ: ପାକସ୍ତାନ ବିରୋଧରେ ଅପରେସନ୍ ସିନ୍ଦୂରର ସଫଳତା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କହିଛନ୍ତି, ଏହା କେବଳ ଏକ ସେନା ଅଭିଯାନ ନୁହେଁ ବରଂ ସିନ୍ଦୂରକୁ ନ୍ୟାୟ ଦେବାକୁ ଏକ ଅଖଣ୍ଡ ପ୍ରତିଜ୍ଞା। ଦେଶବାସୀଙ୍କୁ ସମ୍ବୋଧନ କ୍ରମରେ ମୋଦୀ କହିଛନ୍ତି, ଆଜି ପ୍ରତି ଆତଙ୍କୀ ଓ ଆତଙ୍କୀ ସଙ୍ଗଠନ ଜାଣିସାରିଛି ଯେ, ଆମ ମା’ ଭଉଣୀଙ୍କ ମଥାର ସିନ୍ଦୂର ସହ ଖେଳିବାର ପରିଣତି କ’ଣ ହୋଇପାରେ । ଦେଶର ୩ ସେନାକୁ ପ୍ରଶଂସା କରି କହିଲେ, ’ସାରା ଦୁନିଆ ଦେଖିସାରିଛି କିପରି ଭାରତ ପାକିସ୍ତାନର ପ୍ରତିଟି ଆକ୍ରମଣର ଜବାବ ଦେଇଛି । ପାକିସ୍ତାନ କରିଥିବା ପ୍ରତିଟି ଡ୍ରୋନ ଭାରତର ଏୟାର...
-
4 days ago |
kanaknews.com | Anupama Rout
କନକ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ପରେ ଦୁଇ ଦେଶର ସାମରିକ ଅପରେସନ୍ ମହାନିର୍ଦ୍ଦେଶକ ବା ଡିଜିଏମ୍ଓ ସ୍ତରୀୟ ଆଲୋଚନା ହୋଇଛି । ବୈଠକରେ ଉଭୟ ଭାରତ ଓ ପାକିସ୍ତାନ ଅସ୍ତ୍ରବିତରତି ଜାରି ରଖିବେ ବୋଲି ନିଷ୍ପତ୍ତି ହୋଇଛି । ସେହିଭଳି କେହି କାହା ବିରୋଧରେ ଆକ୍ରମଣାତ୍ମକ ଏବଂ ଘାତକ ଆଚରଣ ଦେଖାଇବେନି । ଏଥିସହିତ କେହି କାହା ବିରୋଧରେ ସୀମାରେ ଗୋଟିଏ ବି ଗୁଳି ନଫୁଟାଇବା ପାଇଁ ରାଜି ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟ ସୀମା ଏବଂ ଆଗୁଆ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସହମତ ହୋଇଛନ୍ତି । ପାକିସ୍ତାନୀ ଡିଜିଏମ୍ଓ ଗତ...
Try JournoFinder For Free
Search and contact over 1M+ journalist profiles, browse 100M+ articles, and unlock powerful PR tools.
Start Your 7-Day Free Trial →