Outlet metrics
Global
#542858
India
#38611
News and Media
#959
Articles
-
1 day ago |
kanaknews.com | Rajesh Kumar Sethy
କନକ ବ୍ୟୁରୋ: ଆରମ୍ଭ ହେଲା ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି । ଧାଡ଼ି ପହଣ୍ଡିରେ ଆସୁଛନ୍ତି ପ୍ରଭୁ ବଳଭଦ୍ର । ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ବଡଦାଣ୍ଡ । ହୁଳହୁଳିରେ, ହରିବୋଲରେ କମ୍ପୁଛି ଶ୍ରୀକ୍ଷେତ୍ର । ବଡ଼ ଠାକୁରଙ୍କ ପରେ ପହଣ୍ଡିରେ ଆସିବେ ମା ସୁଭଦ୍ରା । ସବାଶେଷରେ ଝୁଲି ଝୁଲି ଆସିବ କାଳିଆ ସୁନା । ମହାପ୍ରଭୁ ଜଗନ୍ନାଥଙ୍କ ଟିକେ ଝଲକ ପାଇବା ପାଇଁ ଚାତକ ଭଳି ଚାହିଁ ରହିଛନ୍ତି ଭକ୍ତ । କେତେବେଳେ ମହାପ୍ରଭୁ ଜଗନ୍ନାଥ ବଡ଼ ଦାଣ୍ଡକୁ ଆସିବେ । ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା । ସିଂହଦ୍ୱାର ଚକଡ଼ାରେ ବିଜେ ଅଛନ୍ତି ୩ ରଥ । ନନ୍ଦିଘୋଷ, ଦର୍ପଦଳନ...
-
1 day ago |
kanaknews.com | Rajesh Kumar Sethy
କନକ ବ୍ୟୁରୋ: ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା । କଡ଼ା ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର । ଏଆଇ ନଜରରେ ରହିଛି ପୁରୀ । ବିଭିନ୍ନ ସ୍ଥାନରେ ଲାଗିଛି ୨୭୫ ଏଆଇ କ୍ୟାମେରା । ସିସିଟିଭି ନଜରରେ ଉତ୍ତରା ଛକରୁ ପୁରୀ । ପୁରୀ-କୋଣାର୍କ ରୋଡରେ କଡ଼ା ସୁରକ୍ଷା । ଅଘଟଣ ଏଡ଼ାଇବାକୁ ସଜାଗ ରହିଛି ପ୍ରଶାସନ । ନିୟୋଜିତ ଅଛନ୍ତି ବମ୍ ଡିସ୍ପୋଜାଲ୍ ସ୍କ୍ୱାଡ୍ । ସଜାଗ ଅଛନ୍ତି ଆଣ୍ଟିଟେରୋରିଷ୍ଟ ସ୍କ୍ୱାଡ୍ । ସ୍ପେଶାଲ ଟାକଟିକାଲ୍ ୟୁନିଟ ଭଳି ସୁରକ୍ଷା । ୨୦୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ । ୨୧ ଆଇପିଏସ, ୧୨ ଶହ ଅଫିସର ନିୟୋଜିତ ଅଛନ୍ତି । ଟ୍ରାଫିକ୍ ପରିଚାଳନାରେ ୫୦ ପ୍ଲାଟୁନ୍ ଫୋର୍ସ ଓ ପୁଲିସ ସହ ଘରୋଇ ସୁରକ୍ଷା...
-
2 days ago |
kanaknews.com | Rajesh Kumar Sethy
କନକ ବ୍ୟୁରୋ: 'ପଞ୍ଚାୟତ' ୱେବ୍ ସିରିଜ ଏବେ ବେଶ ଲୋକପ୍ରିୟ । 'ପଞ୍ଚାୟତ'ର ଚତୁର୍ଥ ସିଜିନ୍ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଧାରାବାହିକରେ ଭୂଷଣ, ସଚିବ, ପ୍ରଧାନ ଏବଂ ମଞ୍ଜୁ ଦେବୀଙ୍କ ବ୍ୟତୀତ, ବିଧାୟକଙ୍କ ଚରିତ୍ରକୁ ନେଇ ମଧ୍ୟ ବହୁତ ଆଲୋଚନା ହେଉଛି । ଅଭିନେତା ପଙ୍କଜ ଝା 'ପଞ୍ଚାୟତ'ରେ ବିଧାୟକ ଚନ୍ଦକିଶୋର ସିଂହ ଓରଫ ଚନ୍ଦୁଙ୍କ ଭୂମିକାରେ ଅଭିନୟ କରିଛନ୍ତି । ପଙ୍କଜ ଝା ବହୁ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି, କିନ୍ତୁ ତାଙ୍କୁ ପ୍ରକୃତ ପରିଚୟ 'ପଞ୍ଚାୟତ'ରୁ ମିଳିଛି । ଆସନ୍ତୁ ଜାଣିବା ଏହି ଅଭିନେତାଙ୍କ ବିଷୟରେ । ପଙ୍କଜ ଝା ବିହାରର ସହରସାର ବାସିନ୍ଦା । ସେ ଏନଏସଡିରୁ ଅଭିନୟ କଳା...
-
2 days ago |
kanaknews.com | Rajesh Kumar Sethy
କନକ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ସହ ଜଡିତ ବିବାଦ ଏବେ ଲଣ୍ଡନ ହାଇକୋର୍ଟରେ ପହଞ୍ଚିଛି। ଦଳର ମାଲିକ ମନୋଜ ବଡାଲେ ତାଙ୍କ ପୂର୍ବତନ ସାଥୀ ରାଜ କୁନ୍ଦ୍ରାଙ୍କ ଉପରେ ବ୍ଲାକମେଲିଂ ଅଭିଯୋଗ ଆଣିଛନ୍ତି । ବଡାଲେ ରାଜ କୁନ୍ଦ୍ରାଙ୍କ ଉପରେ ୨୦୧୯ର ଗୋପନୀୟତା ଚୁକ୍ତିନାମା ଭଙ୍ଗ କରିବାର ମଧ୍ୟ ଅଭିଯୋଗ ଆଣିଛନ୍ତି । ମନୋଜ ବଡାଲେ ଲଣ୍ଡନସ୍ଥିତ କମ୍ପାନି ଏମର୍ଜିଂ ମିଡିଆ ଭେଞ୍ଚର୍ସର ମୁଖ୍ୟ ଏବଂ ରାଜସ୍ଥାନ ରୟାଲ୍ସରେ ତାଙ୍କର ୬୫ ପ୍ରତିଶତ ଅଂଶଧନ ଅଛି । ଅର୍ଥାତ୍, ଏହି ଫ୍ରାଞ୍ଚାଇଜିରେ ତାଙ୍କର ସର୍ବାଧିକ ଅଂଶଧନ ଅଛି । ଆପଣଙ୍କୁ କହି ରଖୁଛୁ ଯେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା...
-
2 days ago |
kanaknews.com | Rajesh Kumar Sethy
କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କର ଜର୍ମାନୀର ମ୍ୟୁନିଚ୍ରେ ସ୍ପୋର୍ଟସ୍ ହାର୍ନିଆ ଅସ୍ତ୍ରୋପଚାର ହୋଇଛି । ଅସ୍ତ୍ରୋପଚାର ପରେ, ସେ ଖୁବ୍ଶୀଘ୍ର ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ରିହାବିଲିଟେସନ୍ ଆରମ୍ଭ କରିବେ । ଗତ ତିନି ବର୍ଷ ମଧ୍ୟରେ ଏହା ତାଙ୍କର ତୃତୀୟ ଅସ୍ତ୍ରୋପଚାର । ଗତ ସପ୍ତାହରେ ଏକ ରିପୋର୍ଟରେ କୁହାଯାଇଥିଲା ଯେ ସୂର୍ଯ୍ୟକୁମାରଙ୍କ ଡାହାଣ ତଳି ପେଟରେ ସ୍ପୋର୍ଟସ୍ ହାର୍ନିଆ ହୋଇଥିଲା ଏବଂ ଆବଶ୍ୟକ ହେଲେ ତାଙ୍କର ଅସ୍ତ୍ରୋପଚାର କରାଯିବ ବୋଲି କୁହାଯାଉଥିଲା । ୩୪ ବର୍ଷୀୟ ବ୍ୟାଟସମ୍ୟାନ୍ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଡାହାଣ ତଳି...
Kanak News journalists
Try JournoFinder For Free
Search and contact over 1M+ journalist profiles, browse 100M+ articles, and unlock powerful PR tools.
Start Your 7-Day Free Trial →