
Kapilas Bhuyan
Articles
-
2 months ago |
ruralindiaonline.org | Pratishtha Pandya |Labani Jangi |Kapilas Bhuyan
ସେ ମତେ ମାରନ୍ତି ବିନା ଅପରାଧରେ । ତାଙ୍କ ମନ ସନ୍ଦେହ ଆଚ୍ଛନ୍ନ। ମୋ ଗ୍ରାମୀଣ ମାଲିକ ମାରନ୍ତି ମତେ ବିନା ଦୋଷ ରେ। ଗୋଟିଏ ଲୋକଗୀତର ଆରମ୍ଭରେ ଏପରି ଧାଡ଼ି ନିଶ୍ଚୟ ଅତି ଚମକପ୍ରଦ। ତେବେ, ଗୁଜରାଟର କଚ୍ଛ ଅଞ୍ଚଳର ଏହି ଲୋକଗୀତଟି ସ୍ଥାନୀୟ ସୀମା ଡେଇଁ ଯେଉଁ ନିଷ୍ଠୁର ବାସ୍ତବତାର ବର୍ଣ୍ଣନା କରେ ତାହା ଅତ୍ୟଧିକ ଭାବେ ସତର୍କ କରାଏ। ସ୍ତ୍ରୀଙ୍କୁ ମାରିବା ସମେତ ଅନ୍ତରଙ୍ଗ ସାଥୀଙ୍କ ହିଂସ୍ରତା ଏହା ଭିତରେ ଏକ ବୈଶ୍ୱିକ ସମସ୍ୟାରେ ପରିଣତ ହୋଇଛି। ଏହା ଉଭୟ ମହିଳାଙ୍କର ମାନବିକ ଅଧିକାର ଉଲ୍ଲଂଘନ, ଓ ଜନସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ। ମହିଳାଙ୍କ ପ୍ରତି ହିଂସ୍ର ଆଚରଣ ବାବଦରେ ୟୁଏନର ଗ୍ଲୋବାଲ ଡାଟାବେସ ( UN’s...
-
Aug 23, 2024 |
ruralindiaonline.org | Labani Jangi |Kapilas Bhuyan
କୁଜଃ କେହାତାହନେରା ଜରେଗାକିଭେନଚୁପ ରେହାତାସମାଦାନ କିକେହେଙ୍ଗେମୁଁ ଯଦି କହିବି କିଛି, ସହ୍ୟ କରିବାକୁଅନ୍ଧାର ହେବନି ସକ୍ଷମ,କିନ୍ତୁ ଯଦି ମୁଁ ରହିବି ଚୁପ୍, ଦୀପରୁଖା କହିବକ’ଣ?
-
May 28, 2024 |
ruralindiaonline.org | Moumita Alam |Antara Raman |Pratishtha Pandya |Kapilas Bhuyan
“ସ୍କୁଲ ପୁଣି କେବେ ଖୋଲିବ ଅମ୍ମି?”, ପଚାରେ ମୁନ୍ନି। ସହାରା ଝୋଟକୁ ପତଳା କରିବା କାମର ଶେଷ ପର୍ଯ୍ୟାୟରେ ବ୍ୟସ୍ତ ଥାଏ। ତା’ପାଖରେ ଥିବା ୧୦ ଡିସିମିଲ ଜାଗାରେ ଏବେ କାମରେ ବ୍ୟସ୍ତ ରହିବା ସମୟ। ମୁନ୍ନିୟାପ୍ରଶ୍ନର ଜବାବ ଦେବାକୁ ତା’ ପାଖରେ ବେଳ ନାହିଁ।“ସ୍କୁଲ କାହିଁକି ଖୋଲୁ ନାହିଁ?” – କୁନି ଝିଅଟି ଏଇ ପ୍ରଶ୍ନକୁ ବାରମ୍ବାର ପଚାରି ଚାଲିଥାଏ। ଏଥରସହାରା ଅଟକିଲା ଓ ସ୍ଵରରନିରାଶାକୁ ଯଥାସମ୍ଭବ ନିୟନ୍ତ୍ରଣ କରି ମୁନ୍ନି ଆଡକୁ ବୁଲିପଡ଼ି କହିଲା, “ଦେଖିସ ନା କି ଗ୍ରମ?
-
Mar 23, 2024 |
ruralindiaonline.org | Pratishtha Pandya |Priyanka Borar |Kapilas Bhuyan
ସେ ଯାହାକୁ ଭଲପାଏତା’ଠାରୁ ବହୁ ଦୂରରେ ଅଛି, କିନ୍ତୁ ହୃଦୟ ଚାହୁଁଛି ତା’ ପାଖରେ ରହିବା ପାଇଁ ସାତ ସମୁଦ୍ର ପାରହୋଇଯିବ। ଗୀତଟି ବାହାନା ମାତ୍ର:કુંજલ ન માર વીરા કુંજલ ન માર , હી કુંજલ વેધી દરિયા પારକୁଞ୍ଜାଲକୁ ମାର ନାହିଁ। ଦୟାକରି ମାର ନାହିଁ, କୁଞ୍ଜାଲକୁ ସାତ ସମୁଦ୍ର ପାର ହୋଇ ଫେରିବାକୁ ହେବ... ଯାହାକୁ ସେ ଭଲପାଏ, ସେ ଯେ ତାକୁ ଭୁଲିଯାଉ ଚାହେଁ ନାହିଁ ସେ। ତାହା କୁଞ୍ଜାଲକୁ ମାରିବାପରି କଥା ହେବ...
-
Feb 10, 2024 |
ruralindiaonline.org | SHWETA DESAI |Priti David |Kapilas Bhuyan
“ୟେ ବତାନା ମୁସ୍କିଲ ହୋଗା କି କୌନ ହିନ୍ଦୁ ହୈ ଔର କୌନ ମୁସଲମାନ [ଏହା କହିବା କଷ୍ଟକର କି କିଏ ହିନ୍ଦୁ ଆଉ କିଏ ମୁସଲମାନ]। ’’ ୬୮ ବର୍ଷ ବୟସର ଶବିର କ୍ୟୁରେଶୀ ନିଜ ବିଷୟରେ ଓ ତାଙ୍କ ପଡୋଶୀ ୫୨ ବର୍ଷ ବୟସ୍କ ଅଜୟ ସୈନିଙ୍କ ବିଷୟରେ ଏଭଳି କହନ୍ତି। ଉଭୟେ ଅଯୋଧ୍ୟାର ଅଧିବାସୀ ଓ ରାମକୋଟର ଦୁରାହୀ କୁଆଁ ଅଞ୍ଚଳରେ ୪୦ ବର୍ଷ ଧରି ରହି ଆସୁଥିବା ବନ୍ଧୁ। ଦୁଇ ପରିବାର ଘନିଷ୍ଠ, ଦୈନନ୍ଦିନ ଜୀବନର ଅଭାବ ଅସୁବିଧା ସହ ସମ୍ପୃକ୍ତ ଓ ପରସ୍ପର ନିର୍ଭରଶୀଳ। ଅଜୟ ସୈନି ମନେ ପକାନ୍ତି, “ଥରେ ଯେବେ କାମ ପାଇଁ ମୁଁ ବାହାରେ ଥିଲି, ଘରୁ ଖବର ପାଇଲି ଯେ ମୋ ଝିଅ ଦେହ ଖରାପ। ଯେତେ ଶୀଘ୍ର ସମ୍ଭବ ମୁଁ ଘରେ ଆସି ପହଁଚିଲା...
Try JournoFinder For Free
Search and contact over 1M+ journalist profiles, browse 100M+ articles, and unlock powerful PR tools.
Start Your 7-Day Free Trial →