Rajesh Kumar Sethy's profile photo

Rajesh Kumar Sethy

Odisha

Content Writer at Kanak News

Journalist

Featured in:

Articles

  • 5 days ago | kanaknews.com | Rajesh Kumar Sethy

    କନକ ବ୍ୟୁରୋ: ଆପଣ କେବେ ଭାବିଛନ୍ତି କି ପିଲାଦିନରୁ ଆମେ ଯେଉଁ ସାଇକେଲ ଚଲାଇବାକୁ ଅଧୈର୍ଯ୍ୟ ହୋଇଯାଉ, ତାହା ଆପଣଙ୍କ ଜୀବନରେ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଅନେକ ସ୍ୱାସ୍ଥ୍ୟ ଲାଭ ଆଣିପାରେ । ସାଇକେଲ ଚଲାଇବା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ ବରଂ ଏକ ଉତ୍ତମ ବ୍ୟାୟାମ ମଧ୍ୟ, ଯାହା ଆପଣଙ୍କୁ ସୁସ୍ଥ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରେ । ପ୍ରତିବର୍ଷ ଜୁନ୍ ୩ ତାରିଖରେ ସାରା ବିଶ୍ୱରେ 'ବିଶ୍ୱ ସାଇକେଲ ଦିବସ' ପାଳନ କରାଯାଏ । ସାଇକେଲ୍ ଚଲାଇବା କେବଳ ପରିବେଶ ପାଇଁ ଭଲ ନୁହେଁ, ବରଂ ଆମର ସ୍ୱାସ୍ଥ୍ୟ, ଫିଟନେସ୍ ଏବଂ ଜୀବନଶୈଳୀ ପାଇଁ ମଧ୍ୟ ବହୁତ ଲାଭଦାୟକ । ଆପଣ ୭ ବର୍ଷ ବୟସର ହୁଅନ୍ତୁ...

  • 5 days ago | kanaknews.com | Rajesh Kumar Sethy

    କନକ ବ୍ୟୁରୋ: ସୋମବାର ବିଳମ୍ବିତ ରାତିରେ ପାକିସ୍ତାନର କରାଚୀରେ ଥିବା ମାଲିର ଜିଲ୍ଲା ଜେଲରୁ ମୋଟ ୨୧୬ ଜଣ କଏଦୀ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୁଲିସ ଏବଂ ଜେଲ ଅଧିକାରୀମାନେ କହିଛନ୍ତି ଯେ ସହରରେ କ୍ରମାଗତ ମୃଦୁ ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥିବା ଦୌଡ଼ାଧାପଡ଼ା ମଧ୍ୟରେ କଏଦୀମାନେ ଚମ୍ପଟ ମାରିଥିଲେ । ଅନେକ କଏଦୀ ପୂର୍ବରୁ ସେମାନଙ୍କ ବାରାକ ବାହାରେ ଥିଲେ, ସେମାନେ ଏହି ଧାଁଦୌଡ଼ର ସୁଯୋଗ ନେଇ ଜେଲ କର୍ମଚାରୀଙ୍କ ଉପରେ ଚାପ ପକାଇଥିଲେ । ଆଉ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରି ଫେରାର ହୋଇଯାଇଥିଲେ । ଜେଲ୍ ପରିସର ଭିତରେ ଏବଂ ଆଖପାଖରେ ପ୍ରବଳ...

  • 5 days ago | kanaknews.com | Rajesh Kumar Sethy

    କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ର ଫାଇନାଲ୍ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭.୩୦ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । କ୍ୱାଲିଫାୟର୍-୧ ମ୍ୟାଚରେ ଆରସିବି ୮ ୱିକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ଫାଇନାଲ ମ୍ୟାଚରେ ପ୍ରବେଶ କରିଛି । ସେହି ସମୟରେ, କ୍ୱାଲିଫାୟର୍-୨ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରି ପଞ୍ଜାବ କିଙ୍ଗ୍ସ ଫାଇନାଲରେ ପ୍ରବେଶ କରିଛି । ଚଳିତ ଆଇପିଏଲର କିଛି ମ୍ୟାଚରେ ବର୍ଷା ଯୋଗୁଁ ୩ଟି ମ୍ୟାଚ ବାତିଲ ହୋଇଛି ।...

  • 5 days ago | kanaknews.com | Rajesh Kumar Sethy

    କନକ ବ୍ୟୁରୋ: ଅପେକ୍ଷାର ଘଟିବ ଅନ୍ତ । ଆଇପିଏଲକୁ ମିଳିବ ଏଥର ନୂଆ ଚାମ୍ପିୟନ୍ । ଆଉ ଆଜି ଫାଇନାଲ୍ ମ୍ୟାଚରେ ଦେଖିବାକୁ ମିଳିବ କଡା ଟକ୍କର । ସେ ପୁଣି ନୂଆ ଫାଇନାଲିଷ୍ଟ ପଞ୍ଜାବ ଆଉ ବେଙ୍ଗାଲୁରୁ ମଧ୍ୟରେ । ୧୮ ବର୍ଷ ଧରି ଦୁଇ ଟିମ୍ ଭିତରେ ଥିବା ଭୋକ ଆଜି ଶେଷ ହେବ । ଜଣେ ଚାମ୍ପିୟନ୍ ହେଲେ ଆଉ ଜଣଙ୍କୁ ନିରାଶ ହେବାକୁ ପଡ଼ିବ । ତେବେ କିଏ ସେହି ଲକି ଦଳ ଯିଏ ପିନ୍ଧିବ ଆଇପିଏଲ ୨୦୨୫ର ତାଜ୍ । ବେଙ୍ଗାଲୁରୁ..

  • 6 days ago | kanaknews.com | Rajesh Kumar Sethy

    କନକ ବ୍ୟୁରୋ: କୁହନ୍ତି ଦିନ ଯାଏ ଚିହ୍ନ ରହିଯାଏ । ଏ ତ ଖାଲି ଚିହ୍ନ ନୁହେଁ ବରଂ କ୍ଷତ ଚିହ୍ନ । ହଁ ଏ ଏମିତି ଏକ କ୍ଷତ ଚିହ୍ନ ଯିଏ ରକ୍ତର କାହାଣୀ ଲେଖିଲା । ଜୀବନ ନେଲା ଜାବନରେ ଯନ୍ତ୍ରଣା ଭରିଦେଇ ଦାଗ ଦେଇ ଚାଲିଗଲା । ସେଦିନର ଅଶୁଭ ଶୁକ୍ରବାର ଆଉ ଆଜି ଭିତରେ ବହୁତ କିଛି ବଦଳି ଯାଇଛି । ଅସଜଡ଼ା ଟ୍ରାକ ସଜାଡ଼ି ହୋଇଛି । ଧାରଣା ଉପରେ କରମଣ୍ଡଳ ପୁଣି ଗଡୁଛି । ହେଲେ ସେଦିନ ଅନେକ ସ୍ୱପ୍ନ ଆଉ ସମ୍ଭାବନା ନେଇ ଘରୁ ବାହାରି ଆସିଥିବା ପାଦ ଗୁଡ଼ିକ ଆଉ ଘରକୁ ଫେରିନାହାନ୍ତି । ଜୁନ୍ ୨ ଶୁକ୍ରବାର, ସମୟ ପାଖାପାଖି ୭ଟା । ଖବର ଆସିଲା କରମଣ୍ଡଳ ଏକ୍ସପ୍ରେସ୍ ଧକ୍କା ହୋଇଯାଇଛି, ବାହାନଗାରେ ଶତାବ୍ଦୀର ବଡ଼...

Try JournoFinder For Free

Search and contact over 1M+ journalist profiles, browse 100M+ articles, and unlock powerful PR tools.

Start Your 7-Day Free Trial →

Coverage map

X (formerly Twitter)

Followers
16
Tweets
34
DMs Open
No
Rajesh Kumar sethy
Rajesh Kumar sethy @RajeshK78632461
30 Jun 23

ଜୟ ମା ମଙ୍ଗଳା https://t.co/xONJKYRAnY

Rajesh Kumar sethy
Rajesh Kumar sethy @RajeshK78632461
18 Nov 22

ଦୁହିଁଙ୍କ ଧୈର୍ଯ୍ୟ, ତ୍ୟାଗ, ଉତ୍ସଗୀକୃତ ଭଲପାଇବା ଆଗରେ ମୁଣ୍ଡ ନଇଁ ଯାଉଛି। ୮ବର୍ଷର ଭଲ ପାଇବାରେ ପାଚେରୀ ଛିଡା କରି ପାରିଲାନି ପକ୍ଷାଘାତ... #Odisha https://t.co/ZwpP4Jp5cZ

Rajesh Kumar sethy
Rajesh Kumar sethy @RajeshK78632461
23 Oct 22

RT @RajaSine: Emotions 💙💙 Take a bow, Virat Kohli 👏 #T20WorldCup    | #INDvPAK https://t.co/rGeMDRID8V